ଶ୍ରାଦ୍ଧ ଖିରିପିଠା Ṡrāddha khiripiṭhā

  • ଦେ ବି — ଶ୍ରାଦ୍ଧ ଉପଲକ୍ଷରେ ନିମନ୍ତ୍ରିତ ବ୍ୟକ୍ତିମାନଙ୍କୁ ଦିଆଯିବା ଅନ୍ନ ମିଷ୍ଟାନ୍ନାଦି — Rice and sweets served to guests invited on the occasion of a 'ṡrāddha'