ଶ୍ରାଣ Ṡrāṇa

  • ସଂ. ବିଣ —[ଶ୍ରା ଧାତୁ= ପାକ କରିବା+କର୍ମ ତ] — ପକ୍ୱ; ପାକ କରାଯାଇଥିବା (ଦ୍ରବ୍ୟ) — Cooked
  • ସଂ. ବିଣ —[ଶ୍ରା ଧାତୁ= ପାକ କରିବା+କର୍ମ ତ] — ଘର୍ମାକ୍ତ — Covered with perspiration
  • ସଂ. ବିଣ —[ଶ୍ରା ଧାତୁ= ପାକ କରିବା+କର୍ମ ତ] — ସିକ୍ତ; ଓଦା — Moistened; damp