ଶ୍ରମ୍ Ṡram
- ସଂ. ବି (ଶ୍ରମ୍ ଧାତୁ+ ଭାବ. ଅ) — ଶାରୀରିକ ଚେଷ୍ଟା; ପରିଶ୍ରମ; ମିହନ୍ତ — Labour; toil; exertion
- ସଂ. ବି (ଶ୍ରମ୍ ଧାତୁ+ ଭାବ. ଅ) — ଚେଷ୍ଟା — Effort
- ସଂ. ବି (ଶ୍ରମ୍ ଧାତୁ+ ଭାବ. ଅ) — ଶ୍ରାନ୍ତି; କ୍ଳାନ୍ତି; ପରିଶ୍ରମ— ଜନିତ ଖେଦ — Fatigue; weariness
- ସଂ. ବି (ଶ୍ରମ୍ ଧାତୁ+ ଭାବ. ଅ) — ବିରକ୍ତି; ଖେଦ — Distress; vaxation
- ସଂ. ବି (ଶ୍ରମ୍ ଧାତୁ+ ଭାବ. ଅ) — ଅଭ୍ୟାସ — Practice, exercise
- ସଂ. ବି (ଶ୍ରମ୍ ଧାତୁ+ ଭାବ. ଅ) — ଶାସ୍ତ୍ରା— ଭ୍ୟାସ — Studying of the religious books; learning of the scriptures
- ସଂ. ବି (ଶ୍ରମ୍ ଧାତୁ+ ଭାବ. ଅ) — ତପସ୍ୟା — Penance; religious austerities
- ବୈଦେ. ବି — ସରମ; ଲଜ୍ଜା — Shame
- ବୈଦେ. ବି — [ଦ୍ର— ଏତେ କଥାରେ ଏ ଲଭି ନ ଥିବେ କି ଶ୍ରମ । ଭଞ୍ଜ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ।]
- ଦେ. ବି ଶ୍ରମଝାଳ — Perspiration due to labour
- ଦେ. ବି [ଦ୍ର— ଗୋପୀଙ୍କ ମୁଖେ ଶ୍ରମ ଚାହିଁ, ପୋଛନ୍ତି କରେ ଭାବଗ୍ରାହୀ। ଜଗନ୍ନାଥ- ଭାଗବତ।]