ଶ୍ରୟ Ṡraya

  • ସଂ. ବି [ଶ୍ରି ଧାତୁ= ଆଶ୍ରୟ କରିବା+ଭାବ. ଅ] — ଆଶ୍ରୟ; ଅବଲମ୍ବନ — Refuge; shelter; protection; asylum
  • ସଂ. ବି [ଶ୍ରି ଧାତୁ= ଆଶ୍ରୟ କରିବା+ଭାବ. ଅ] — ବାସ — Residence
  • ସଂ. ବି [ଶ୍ରି ଧାତୁ= ଆଶ୍ରୟ କରିବା+ଭାବ. ଅ] — (କ୍ଷେତ୍ରତତ୍ତ୍ୱ ପାରିଭାଷିକ ଶବ୍ଦ) ସମକୋଣୀ ତ୍ରିଭୁଜର କୋଟୀ — The hypotenuse of a rightangled triangle