ଶ୍ରମାସକ୍ତ Ṡramāsakta

  • ସଂ. ବିଣ. ପୁଂ. —( 7 ମୀ ତତ୍, ଶ୍ରମ+ଆସକ୍ତ) — ପରିଶ୍ରମୀ (ବ୍ଯକ୍ତି) — Given to labour; laborious; toiling