ଶ୍ରମାଇବା Ṡramāibā

  • ଦେ. (ପଦ୍ଯ) କ୍ରି— (ସଂ. ଶ୍ରମ୍ ଧାତୁ ଣିଚ୍) — ଶ୍ରମିବା କ୍ରିୟାର ଣିଜନ୍ତ ରୂପ — The causative form of Ṡramibā
  • ଦେ. (ପଦ୍ଯ) କ୍ରି— (ସଂ. ଶ୍ରମ୍ ଧାତୁ ଣିଚ୍) — ପରିଶ୍ରମ କରାଇବା — To cause another to work