ଶ୍ରମଶୀଳ Ṡramaṡiḻa

  • ସଂ. ବିଣ. ପୁଂ. (ବହୁବ୍ରୀହି) — ପରିଶ୍ରମୀ — Laborious
  • ସଂ. ବିଣ. ପୁଂ. (ବହୁବ୍ରୀହି) — ସ୍ୱଭାବତଃ ପରିଶ୍ରମୀ — Laborious by nature; industrious