ଶ୍ରବିଷ୍ଠା Ṡrabishṭhā

  • ସଂ. ବି— (ଶ୍ରବବାନ୍= ଖ୍ୟାତିବିଶିଷ୍ଟ, ବିଖ୍ୟାତ+ଇଷ୍ଠ + ଆ; ନିପାତନ; ବତ୍ଲୋପ) — ଧନିଷ୍ଠା ନକ୍ଷତ୍ର; ବୁଧ ଗ୍ରହଙ୍କ ମାତା; ତ୍ରୟୋବିଂଶ ନକ୍ଷତ୍ର — (Astrology) The 23rd asterism