ଶ୍ରବଣା Ṡrabaṇā

  • ସଂ. ବି —(ଶ୍ରବଣ+ଆ) — (ଜ୍ୟୋତିଷ) ନକ୍ଷତ୍ର ବିଶେଷ; ଦ୍ୱାବିଂଶ ନକ୍ଷତ୍ର — (Astrology) The 22nd asterism
  • ସଂ. ବି —(ଶ୍ରବଣ+ଆ) — (ବୈଦ୍ଯକ) ମୁଣ୍ଡିତିକା ଗୁଳ୍ମ; ଶ୍ରାବଣୀ, ଶ୍ରବଣାହ୍ୱାଃ — Name of a plant; sphaeranthus Indicus