ଶ୍ରବଣାତୀତ Ṡrabaṇatīta

  • ସଂ. ବିଣ. —( 5 ମୀ ତତ୍; ଶ୍ରବଣ+ଅତୀତ) — ଦୂରତା ଯୋଗୁଁ ଯାହା ଶୁଣାଯାଇ ପାରେ ନାହିଁ — Too far to be heard; inaudible