ଶ୍ରବଣ ପଥ Ṡrabaṇa patha

  • ସଂ. ବି—(ରୂପକ; ଶ୍ରବଣ ରୂପ ପଥ) — କର୍ଣ୍ଣ ପଥ — The ear (compared to a passage for sound.)
  • ସଂ. ବି—(ରୂପକ; ଶ୍ରବଣ ରୂପ ପଥ) — କାନରେ ଛିଦ୍ର ମଧ୍ୟକୁ ଶବ୍ଦ ପ୍ରବେଶ କରିବା ପାଇଁ ମାର୍ଗ — The auditory canal of the ear