ଶ୍ରବଣ ଗୋଚର Ṡrabaṇa gochara

  • ସଂ. ବିଣ— ( 6 ଷ୍ଠୀ ତତ୍; ଶ୍ରବଣ+ଗୋଚର) — (ଶବ୍ଦାଦି) ଯାହା ଶୁଣାଯାଏ; ଶ୍ରୁତି; ଶ୍ରୁତି- ଗୋଚର; ଶୁଣାଯିବା — Felt by the organ of hearing; that which is heard
  • ସଂ. ବିଣ— ( 6 ଷ୍ଠୀ ତତ୍; ଶ୍ରବଣ+ଗୋଚର) — ଯାହା ନିକଟବର୍ତ୍ତୀ ଥିବାରୁ ଶୁଣାଯାଏ — Within the hearing; within the range of the ear; within ear-shot