ଶ୍ରନ୍ଥ Ṡrantha

  • ସଂ. ବି. (ଶ୍ରନ୍ଥ୍ ଧାତୁ+ ଭାବ. ଅ) — ଗୁମ୍ଫନ; ଗ୍ରନ୍ଥନ — Stringing together (as of beads, flowers)
  • ସଂ. ବି. (ଶ୍ରନ୍ଥ୍ ଧାତୁ+ ଭାବ. ଅ) — ମୋଚନ — Liberation; deliverance; emancipation
  • ସଂ. ବି. (ଶ୍ରନ୍ଥ୍ ଧାତୁ+ ଭାବ. ଅ) — ଶିଥିଳୀ- କରଣ — Slackening; relaxing
  • ସଂ. ବି. (ଶ୍ରନ୍ଥ୍ ଧାତୁ+ ଭାବ. ଅ) — (+ କର୍ତ୍ତୃ. ଅ) ବିଷ୍ଣୁ (ମୋକ୍ଷଦାତା ଥିବାରୁ) — Bishṇu