ଶ୍ରଦ୍ଧେୟ Ṡraddheya

  • ସଂ. ବିଣ. (ଶ୍ରତ୍+ ଧା ଧାତୁ+କର୍ମ. ଯ) — ଶ୍ରଦ୍ଧା ବା ଭକ୍ତିର ଯୋଗ୍ୟ; ଯାହାଙ୍କୁ ଶ୍ରଦ୍ଧା କରାଯିବା ଉଚିତ — Deserving to be revered; venerable