ଶ୍ରଦ୍ଧାସ୍ପଦ Ṡraddhāspada

  • ସଂ. ବିଣ. ( 6 ଷ୍ଠୀ ତତ୍; ଶ୍ରଦ୍ଧା+ଆସ୍ପଦ=ସ୍ଥାନ) — ଶ୍ରଦ୍ଧାର୍ହ (ଦେଖ) — Ṡraddharha (See)
  • ସଂ. ବିଣ. ( 6 ଷ୍ଠୀ ତତ୍; ଶ୍ରଦ୍ଧା+ଆସ୍ପଦ=ସ୍ଥାନ) — ଯାହାଙ୍କୁ ଶ୍ରଦ୍ଧା କରାଯାଏ — Object of reverence or regard
  • ସଂ. ବିଣ. ( 6 ଷ୍ଠୀ ତତ୍; ଶ୍ରଦ୍ଧା+ଆସ୍ପଦ=ସ୍ଥାନ) — [ଦ୍ର— କେହି କେହି ଶ୍ରଦ୍ଧାପାତ୍ର, ଶ୍ରଦ୍ଧାସ୍ପଦ, ଶ୍ରଦ୍ଧାଭାଜନ ଆଦି ଶବ୍ଦ ପୁରୁଷ ଓ ସ୍ତ୍ରୀମାନଙ୍କ ପ୍ରତି ବ୍ଯବହାର କରନ୍ତି।]