ଶ୍ରଦ୍ଧାଯୁକ୍ତ Ṡraddhājukta

  • ସଂ. ବିଣ. ( 3 ୟା ତତ୍; ଶ୍ରଦ୍ଧା+ଯୁକ୍ତ) — ସଶ୍ରଦ୍ଧ; ଭକ୍ତି— ପୂର୍ଣ୍ଣ (ବ୍ଯକ୍ତି ଓ କାର୍ଯ୍ୟ) — Full of devotion; revering; reverent