ଶ୍ରଦ୍ଧା ବିରହିତ Ṡraddhā birahita

  • ସଂ. ବି ( 3 ୟା ତତ୍; ଶ୍ରଦ୍ଧା+ ବିରହିତ) — ଭକ୍ତିହୀନ (ବ୍ୟବହାର ବା କାର୍ୟ୍ୟ) — Irreverent (act); not actuated by affection
  • ସଂ. ବି ( 3 ୟା ତତ୍; ଶ୍ରଦ୍ଧା+ ବିରହିତ) — (ପୁଂ.) ଭକ୍ତିହୀନ (ବ୍ଯକ୍ତି) — Irreverent (person); devoid of regard