ଶ୍ରଦ୍ଧା କରିବା Ṡraddhā karibā

  • ଦେ. କ୍ରି — ଭକ୍ତିକରିବା; ସମ୍ମାନ କରିବା — To revere
  • ଦେ. କ୍ରି — ଭକ୍ତିପୂର୍ବକ ସମ୍ମାନ ଦେଖାଇବା — To pay homage to; to treat with reverence
  • ଦେ. କ୍ରି — ସୁଖ ପାଇବା — To like