ଶ୍ରଦ୍ଦଧାନ Ṡraddadhāna

  • ସଂ. ବିଣ. ପୁଂ. (ଶ୍ରତ୍=ଭକ୍ତି+ଧା. ଧାତୁ+ଧାରଣ କରିବା +କର୍ତ୍ତୃ. ଆନ [ଶାନଚ୍]) — ଶ୍ରଦ୍ଧାନ୍ୱିତ — Affectionate
  • ସଂ. ବିଣ. ପୁଂ. (ଶ୍ରତ୍=ଭକ୍ତି+ଧା. ଧାତୁ+ଧାରଣ କରିବା +କର୍ତ୍ତୃ. ଆନ [ଶାନଚ୍]) — ଭକ୍ତିମାନ୍ — Full of devotion; respectful
  • ସଂ. ବିଣ. ପୁଂ. (ଶ୍ରତ୍=ଭକ୍ତି+ଧା. ଧାତୁ+ଧାରଣ କରିବା +କର୍ତ୍ତୃ. ଆନ [ଶାନଚ୍]) — ବିଶ୍ୱାସ- ଯୁକ୍ତ — Having faith or trust
  • ସଂ. ବିଣ. ପୁଂ. (ଶ୍ରତ୍=ଭକ୍ତି+ଧା. ଧାତୁ+ଧାରଣ କରିବା +କର୍ତ୍ତୃ. ଆନ [ଶାନଚ୍]) — ବିଶ୍ୱାସ କରୁଥିବା — Trusting