ଶ୍ରଥ୍ (ଧାତୁ) Ṡrath (root)

  • ସଂ. — ବଧ କରିବା — To kill
  • ସଂ. — ଯତ୍ନ କରିବା; ଚେଷ୍ଟା କରିବା — To try; to endeavour; to take care
  • ସଂ. — ବନ୍ଧନ କରିବା — To tie
  • ସଂ. — ଗ୍ରନ୍ଥନ କରିବା — To string together
  • ସଂ. — ହୁଗୁଳା କରିବା — To loosen; to slacken
  • ସଂ. — ମୋଚନ କରିବା — To liberate; to unite