ଶ୍ମଶ୍ରୁଳ Ṡmaṡruḻa

  • ସଂ. ବିଣ. ପୁଂ. (ଶ୍ମଶ୍ରୁ+ଯୁକ୍ତାର୍ଥେ. ଳ) — ଦାଢ଼ିଆ; ଦାଢ଼ି ବିଶିଷ୍ଟ — Bearded
  • ସଂ. ବିଣ. ପୁଂ. (ଶ୍ମଶ୍ରୁ+ଯୁକ୍ତାର୍ଥେ. ଳ) — ଘନ ଓ ଲମ୍ବ ଶ୍ମଶ୍ରୁଯୁକ୍ତ — Having a thick and long beard