ଶ୍ମଶାନବର୍ତ୍ତୀ Ṡmaṡāna barttī

  • ସଂ. ବିଣ. ପୁଂ. (ଶ୍ମଶାନ ବର୍ତ୍ତିନ୍ ଶବ୍ଦ; ଶ୍ମଶାନ+ ବୃତ୍ ଧାତୁ+କର୍ତ୍ତୃ. ଇନ୍) — ଶ୍ମଶାନ- ନିବାସୀ — Residing in a cremation ground
  • ସଂ. ବିଣ. ପୁଂ. (ଶ୍ମଶାନ ବର୍ତ୍ତିନ୍ ଶବ୍ଦ; ଶ୍ମଶାନ+ ବୃତ୍ ଧାତୁ+କର୍ତ୍ତୃ. ଇନ୍) — ଶ୍ମଶାନରେ ଥିବା; ଶ୍ମଶାନସ୍ଥ — Growing in or found in or situated in a cremation ground