ଶୌର୍ୟ୍ୟ Ṡa̲u̲rj̄ya

  • ସଂ. ବି— (ଶୂର= ବୀର+ଭାବ. ଯ) — ବୀରତ୍ୱ — Heroism; valour
  • ସଂ. ବି— (ଶୂର= ବୀର+ଭାବ. ଯ) — ସାହସ — Bravery
  • ସଂ. ବି— (ଶୂର= ବୀର+ଭାବ. ଯ) — ବିକ୍ରମ — Might
  • ସଂ. ବି— (ଶୂର= ବୀର+ଭାବ. ଯ) — ନାଟକୀୟ କ୍ରୀଡ଼ା ବିଶେଷ; ଅରଭଟୀ — A kind of dramatic dancing