ଶୌରି Ṡa̲u̲ri
- ସଂ. ବି (ଶୂର+ଅପତ୍ୟାର୍ଥେ ଇ) — ଶୂରସେନଙ୍କ ନାତି ଶ୍ରୀକୃଷ୍ଣ — Ṡrīkṛushṇa, the grandson of Ṡūrasena
- ସଂ. ବି (ଶୂର+ଅପତ୍ୟାର୍ଥେ ଇ) — ବିଷ୍ଣୁଙ୍କ ନାମାନ୍ତର (ବିଷ୍ଣୁ ସହସ୍ର ନାମୋକ୍ତ) — One of the names of Bishṇu
- ସଂ. ବି (ଶୂର+ଅପତ୍ୟାର୍ଥେ ଇ) — (ଶୂର=ସୂର୍ଯ୍ୟ+ଅପତ୍ୟାର୍ଥେ. ଇ) ଶନିଗ୍ରହ — The planet Saturn
- ସଂ. ବି (ଶୂର+ଅପତ୍ୟାର୍ଥେ ଇ) — ରାମାୟଣ ବର୍ଣ୍ଣିତ ମର୍କଟ ଯୂଥପତି — One of the monkey generals described in the Rāmāyaṇa
- ସଂ. ବି (ଶୂର+ଅପତ୍ୟାର୍ଥେ ଇ) — ବଳଦେବ [ବିଶ୍ୱକୋଷ] — Baḻadeba
- ସଂ. ବି (ଶୂର+ଅପତ୍ୟାର୍ଥେ ଇ) — ବାସୁଦେବ [ବିଶ୍ୱକୋଷ] — Bāsudeba
- ଦେ. ବି(ପୁଂ. ଓ ସ୍ତ୍ରୀ) — ଲୋକଙ୍କ ନାମ — A name given to males and females