ଶୌର୍ୟ୍ୟଶାଳୀ Ṡa̲u̲rj̄yaṡāḻī

  • ସଂ. ବିଣ. ପୁଂ. (ଶୌର୍ଯ୍ୟଶାଳିନ୍ ଶବ୍ଦ, 1 ମା. 1 ବ. ଶୌର୍ଯ୍ୟ+ବିଶିଷ୍ଟାର୍ଥେ ଶାଳିନ୍) — ବୀର୍ଯ୍ୟସମ୍ପନ୍ନ, ସାହସିକ — Courageous; brave; valiant