ଶୌକ୍ତିକେୟ Ṡa̲u̲ktikeya

  • ସଂ. ବି—(ଶୁକ୍ତିକା+ଜାତାର୍ଥେ. ଏୟ; ବା ଶୁକ୍ତି+ଏୟ; କ ଆଗମ — ମୁକ୍ତା — Pearl
  • ବିଣ — ଶୁକ୍ତିଜାତ — Produced from oyster or mother of pearls
  • ବିଣ — ଶୁକ୍ତି ସମ୍ବନ୍ଧୀୟ — Relating to oyster