ଶୋଷୟିତା Ṡoshayitī

  • ସଂ. ବିଣ—(ପୁଂ)—(ଶୁଷ ଧାତୁ ଣିଚ—ଶୋଷି ଧାତୁ+ କର୍ତ୍ତୃ. ତୃ. 1 ମା. 1 ବ) — ଯେ ଶୋଷଣ କରେ — Sucking up
  • ସଂ. ବିଣ—(ପୁଂ)—(ଶୁଷ ଧାତୁ ଣିଚ—ଶୋଷି ଧାତୁ+ କର୍ତ୍ତୃ. ତୃ. 1 ମା. 1 ବ) — ଯେ ଶୁଖାଇଦିଏ — Drying up water from any thing