ଶୋଷଣ ଅସ୍ତ୍ର Ṡoshaṇa astra
- ଦେ. ବି. (ସଂ. ତୋଷଣାସ୍ତ୍ର) — ଯେଉଁ ଅସ୍ତ୍ର ଅନ୍ଯ ଅସ୍ତ୍ରପ୍ରେରିତ ବାରିଧାରାକୁ ଶୁଖାଇଦିଏ — The contrary arrow which dries up the water flowing from the adversary's bows
- ଦେ. ବି. (ସଂ. ତୋଷଣାସ୍ତ୍ର) — [ଉ. ଇନ୍ଦ୍ର ଦେଇଥିଲେ ଶୋଷଣ ଅସ୍ତ୍ର ମତେ, ଧାରା ନାଶ ପାଇଁ ତା ବିନ୍ଧିଲି ତୁରିତେ— କୃଷ୍ଣସିଂହ, ମହାଭାରତ, ବନ।]