ଶୋଷ ମାରିବା Ṡsha māribā

  • ଦେ. କ୍ରି — ଜଳପାନ ଦ୍ୱାରା ନିଜର ତୃଷାନିବୃତ୍ତି କରିବା — To quench thirsty by drinking water
  • ଦେ. କ୍ରି — ଜଳପାନ ନ କରିବା ଦ୍ୱାରା ନିଜର ତୃଷା ନିବୃତ୍ତି କରିବା — To let the thirst die out by desisting from drinking water when one feels thirsty