ଶୋଲ ଟୋପି Ṡola ṭipi

  • ଦେ. ବି — ଶୋଲର ପତଳା ପାତିଆଦ୍ୱାରା ନିର୍ମିତ ସାହେବ ଙ୍କର ଟୋପି — Ṡola hat; ṡola topee
  • ଦେ. ବି — [ଦ୍ର ଏହା ଭିତରକୁ ଖରାର ତେଜ ପ୍ରବେଶ ନ କରିବାରୁ ସାହେବମାନେ ଭାରତବର୍ଷରେ ଏହା ପିନ୍ଧନ୍ତି।]