ଶୋଲ ଟିପେଇ Ṡola ṭipei

  • ଦେ. ବି — ଦଉଡ଼ିର ଦୁଇ ପାଖରେ ଗୁଡ଼ିଏ ଶୋଲ ଏକତ୍ର ବନ୍ଧା ହୋଇଥିବା ଭାସମାନ ପଦାର୍ଥ ବା ଭୋଳା — A float made of ṡola
  • ଦେ. ବି — [ଦ୍ର— ଏହାର ମଝି ଦଉଡ଼ି ଉପରେ ଘୋଡ଼ା ଚଢ଼ିଲା ପରି ବସିଲେ ମନୁଷ୍ୟ ବୁଡ଼ିଯାଏ ନାହିଁ।]