ଶୋଭାବାନ୍ Ṡobhāban

  • ସଂ. ବିଣ. (ପୁଂ) (ଶୋଭା+ଯୁକ୍ତାର୍ଥେ ବତ; ଶୋଭାବତ୍ ଶବ୍ଦ; 1 ମା. 1 ବ) — ଶୋଭାଯୁକ୍ତ — Beautiful; graceful
  • ସଂ. ବିଣ. (ପୁଂ) (ଶୋଭା+ଯୁକ୍ତାର୍ଥେ ବତ; ଶୋଭାବତ୍ ଶବ୍ଦ; 1 ମା. 1 ବ) — ଦୀପ୍ତିଶାଳୀ — Lustrous