ଶୋଭାବନ୍ତ Ṡobhābanta

  • ଦେ. ବିଣ. (ସଂ. ଶୋଭାବତ୍) — ଶୋଭାଯୁକ୍ତ — Beautiful
  • ଦେ. ବିଣ. (ସଂ. ଶୋଭାବତ୍) — [ଉ—ଦିନକୁ ଦିନ ଶୋଭାବନ୍ତ, ବନେ ବୁଲଇ ନନ୍ଦସୁତ। ଜଗନ୍ନାଥ, ଭାଗବତ।]