ଶୋଭାବତୀ Ṡobhābatī
- ଦେ. ବି. ସ୍ତ୍ରୀ — ସ୍ତ୍ରୀ ଲୋକଙ୍କ ନାମ — Name given to females
- ଦେ. ବି. ସ୍ତ୍ରୀ — ଭଞ୍ଜୀୟଯୁଗର ଶେଷ ଭାଗ (ଊନବିଂଶ ଶତାବ୍ଦୀର ମଧ୍ୟଭାଗ)ରେ ନବଦୁର୍ଗ ରାଜ୍ୟର ରାଜା କବି ପୁରୁଷୋତ୍ତମ ମାନ୍ଧାତାଙ୍କର ଚିତ୍ର— କାବ୍ୟ ଓ ତହିଁର ନାୟିକା — Name of a peom and its heroine by poet Purushottama Māndhātā
- ଦେ. ବି. ସ୍ତ୍ରୀ — ଭଞ୍ଜ କବିଙ୍କର ଅପ୍ରକାଶିତ ପଦ୍ଯ କାବ୍ୟର ନାମ ଓ ତହିଁର ନାୟିକାଙ୍କ ନାମ (ରାଜକନ୍ୟାଙ୍କର ଯୌବନଲୀଳା, ପ୍ରଣୟ ଓ ବିରହାଦିର ବର୍ଣ୍ଣନା — Name of a poem and its heroine of Upendra Bhanja (unpublished)
- ସଂ. ବିଣ (ଶୋଭାବତ+ସ୍ତ୍ରୀ. ଈ) — ଶୋଭାବାନ୍ର ସ୍ତ୍ରୀଲିଙ୍ଗ — Feminine of Ṡobhābān
- ସଂ. ବି — ପ୍ରତି ଚରଣରେ 14 ଅକ୍ଷର ଥିବା ସଂସ୍କୃତ ଛନ୍ଦୋବିଶେଷ (ବିଶ୍ୱକୋଷ) — ପ୍ରତି ଚରଣରେ4ଅକ୍ଷର ଥିବା ସଂସ୍କୃତ ଛନ୍ଦୋବିଶେଷ (ବିଶ୍ୱକୋଷ)— . Name of a Sanscrit metre of 4 syllables
- ସଂ. ବି — [ଦ୍ର—ଏ ଅକ୍ଷରମାନଙ୍କ ମଧ୍ୟରୁ 1।2।4।8।11।13।14 ସ୍ଥାନୀୟ ଅକ୍ଷରମାନ ଗୁରୁ, ଅପର ସମସ୍ତ ଲଘୁ।] — [ଦ୍ର—ଏ ଅକ୍ଷରମାନଙ୍କ ମଧ୍ୟରୁ1248111314ସ୍ଥାନୀୟ ଅକ୍ଷରମାନ ଗୁରୁ, ଅପର ସମସ୍ତ ଲଘୁ]
- ସଂ. ବି — ପ୍ରାଚୀନ ନଗର ବିଶେଷ (ବର୍ତ୍ତମାନ ନାମ ଶୁଭୟପର୍ଶା) (ବିଶ୍ୱକୋଷ) — Name of an ancient City