ଶୋଭାଞ୍ଜନ ବୀଜ Ṡobhān̄jana bīja
- ସଂ. ବି — ସଜନା ଛୁଇଁର ମଞ୍ଜି — The seeds of the pods of the moringa tree
- ସଂ. ବି — [ଦ୍ର—ଏହାକୁ ଶ୍ୱେତ ମରିଚ କହନ୍ତି। ଏହା ଚକ୍ଷୁ ପକ୍ଷରେ ହିତକର। ଏହା ତୀକ୍ଷ୍ଣ, ଉଷ୍ଣବୀର୍ଯ୍ୟ, ବିଷଘ୍ନ, ଅବୃଶ୍ୟ, କଫ ଓ ବାୟୁନାଶକ। ଏହାର ନସ୍ୟଦ୍ୱାରା ଶିର ରୋଗ କମିଯାଏ।]