ଶୋଭା ଆରମ୍ଭା Ṡobhā ārambhā

  • ଦେ. ବିଣ. ସ୍ତ୍ରୀ — ଅତି ସୁନ୍ଦରୀ (ସ୍ତ୍ରୀ) — Very beautiful (woman)
  • ଦେ. ବିଣ. ସ୍ତ୍ରୀ — [ଉ—ବିହିଛି ଶୋଭା ଆରମ୍ଭା ରମ୍ଭାତୁଲେ କେଳି। ଭଞ୍ଜ, ବୈଦେହୀଶବିଳାସ।]