ଶୋଧା ଖିଆ Ṡodhā khiā

  • ଦେ. ବିଣ. ପୁଂ — ଯେଉଁ ବ୍ଯକ୍ତି ସର୍ବଦା ନିଜର କାର୍ଯ୍ୟର ତ୍ରୁଟି ବା ଦୋଷ ଯୋଗୁଁ ଅନ୍ଯ ବ୍ଯକ୍ତିଠାରୁ ଗାଳି ଖାଏ — Deserving to be rebuked for his faults
  • ଦେ. ବି — ତିରଷ୍କୃତ ହେବା — To be rebuked