ଶୋଧନ Ṡodhana

  • ସଂ. ବି— ଶୁଧ୍ ଧାତୁ ଣିଚ୍=ଶୋଧି ଧାତୁ+ଭାବ. ଅନ) — ନିର୍ଦ୍ଦୋଷ କରଣ — Correction
  • ସଂ. ବି— ଶୁଧ୍ ଧାତୁ ଣିଚ୍=ଶୋଧି ଧାତୁ+ଭାବ. ଅନ) — ସଂଶୋଧନ; ସଂସ୍କାର — Reforming
  • ସଂ. ବି— ଶୁଧ୍ ଧାତୁ ଣିଚ୍=ଶୋଧି ଧାତୁ+ଭାବ. ଅନ) — ଶୁଦ୍ଧି— କରଣ — Purification
  • ସଂ. ବି— ଶୁଧ୍ ଧାତୁ ଣିଚ୍=ଶୋଧି ଧାତୁ+ଭାବ. ଅନ) — ଋଣଶୋଧ — Liquidation of debts
  • ସଂ. ବି— ଶୁଧ୍ ଧାତୁ ଣିଚ୍=ଶୋଧି ଧାତୁ+ଭାବ. ଅନ) — ଉପକାରର ପ୍ରତିଶୋଧ — Requital
  • ସଂ. ବି— ଶୁଧ୍ ଧାତୁ ଣିଚ୍=ଶୋଧି ଧାତୁ+ଭାବ. ଅନ) — ଅପକାରର ପ୍ରତିଶୋଧ — Taking revenge; retaliation
  • ସଂ. ବି— ଶୁଧ୍ ଧାତୁ ଣିଚ୍=ଶୋଧି ଧାତୁ+ଭାବ. ଅନ) — ପରିଷ୍କାର କରଣ — Cleansing
  • ସଂ. ବି— ଶୁଧ୍ ଧାତୁ ଣିଚ୍=ଶୋଧି ଧାତୁ+ଭାବ. ଅନ) — ହରଣ; ଭାଗକରଣ — Division
  • ସଂ. ବି— ଶୁଧ୍ ଧାତୁ ଣିଚ୍=ଶୋଧି ଧାତୁ+ଭାବ. ଅନ) — (ବୈଦ୍ଯକ) ଧାତୁ ଆଦିକୁ ନିର୍ଦ୍ଦୋଷକରଣ — Purification of metals
  • ସଂ. ବି— ଶୁଧ୍ ଧାତୁ ଣିଚ୍=ଶୋଧି ଧାତୁ+ଭାବ. ଅନ) — ବିରେଚନ; ଝାଡ଼ା କରାଇବା — Opening or clearing of the bowels; pergation
  • ସଂ. ବି— ଶୁଧ୍ ଧାତୁ ଣିଚ୍=ଶୋଧି ଧାତୁ+ଭାବ. ଅନ) — ଔଷଧରେ ବ୍ଯବହାର କରିବା ପାଇଁ ବିଷ ଆଦିରୁ ଦୋଷଦୂରୀକରଣ — Rectification of poisons
  • ସଂ. ବି— ଶୁଧ୍ ଧାତୁ ଣିଚ୍=ଶୋଧି ଧାତୁ+ଭାବ. ଅନ) — ଅପନୟନ; ଖଣ୍ଡନ — Obliteration; blotting out