ଶୋଧନ ବିଧି Ṡodhana bidhi

  • ସଂ. ବି (ବୈଦ୍ଯକ) — ବୈଦ୍ୟଶାସ୍ତ୍ର ଅନୁସାରେ ଭିନ୍ନ ଭିନ୍ନ ବସ୍ତୁ (ଯଥା—ବିଷ; ଉପଧାତୁ ଆଦି)କୁ ଔଷଧର ଉପାଦାନରୂପେ ବ୍ଯବହାର କରିବା ପୂର୍ବରୁ ତାହାର ଦୋଷ ଓ ଦୁର୍ଗୁଣମାନ ଦୂର କରିବା ନିମନ୍ତେ ନିର୍ଦ୍ଦିଷ୍ଟ ବିଧାନ — The rules and processes prescribed for rectifying different ingredients before using them as medicine