ଶୋଧ କରିବା Ṡodha karibā

  • ଦେ. କ୍ରି — (ସଂ. ଶୁଧ୍ ଧାତୁ)— ଶୁଝିବା; ପରି— ଶୋଧ କରିବା — To pay off or clear off (debts)
  • ଦେ. କ୍ରି — ମନ୍ଦିର ଆଦିକୁ କୌଣସି ବିଶିଷ୍ଟ ଯାତ୍ରୀ ବା ପରଦାନସିନ ସ୍ତ୍ରୀ ଯିବା ସମୟରେ ସେଠାରୁ ଅନ୍ଯ ସମସ୍ତ ଯାତ୍ରୀଙ୍କୁ ବାହାର କରି ଦେବା — Drive away ordinary people from a temple when a particular personge or female visits the god
  • ଦେ. କ୍ରି — ଘର ତିଆରି କରିବା ପୂର୍ବରୁ ମୂଳ— ଦୁଆର ମାଟିକୁ ଉତ୍ତମରୂପେ ଚଷିବା ଓ ଗଭୀରରୂପେ ଖୋଳିବା — To dig deep the earth before laying the foundation of a house