ଶୋଥଘ୍ନୀ Ṡothaghnī
- ସଂ. ବି (ବୈଦ୍ଯକ) — ରକ୍ତପୁନର୍ନବା; ନାଲିପୁରୁଣୀ ଶାଗ — The red species of hogweed
- ସଂ. ବି (ବୈଦ୍ଯକ) — ଶ୍ୱେତ ପୁନର୍ନବା; ଶ୍ୱେତପୁରୁଣୀ ଲତା ଶାଗ — The ordinary spreading hogweed Boerhoveia Diffusa
- ସଂ. ବି (ବୈଦ୍ଯକ) — ଶାଳପର୍ଣ୍ଣୀ — Desmodium Gangeticum