ଶୋକୋଦ୍ଦୀପନା Ṡokoddīpanā

  • ସଂ. ବି [ 6 ଷ୍ଠୀ ତତ୍] — ଶୋକବୃଦ୍ଧି; ଶୋକବର୍ଦ୍ଧନ — Increase of sorrow
  • ସଂ. ବି [ 6 ଷ୍ଠୀ ତତ୍] — ମନରେ ଶୋକ ଜନ୍ମିବା — The coming over of grief in the mind