ଶୋକାଗାର Ṡokāgāra

  • ସଂ. ବି (ମ. ପ. ଲୋ) — ରାଜପ୍ରାସାଦର ଯେଉଁ ଗୃହରେ ରାଜପରିବାରର ବ୍ଯକ୍ତିମାନେ ଶୋକ କରନ୍ତି (ବିଶ୍ୱକୋଷ) — A room where a royal family go to give vent to its grief