ଶୋକ ବ୍ୟଞ୍ଜକ Ṡoka byan̄jaka
- ସଂ. ବି—(ଉପପଦ ତତ୍) — ଶୋକସୂଚକ; ଯାହା ଦ୍ୱାରା ଶୋକ କରିବା ବ୍ଯକ୍ତିର ହୃଦୟର ଶୋକ ବ୍ଯଞ୍ଜିତ ବା ସୂଚିତ ହୁଏ — Indicating the grief of one's heart
- ସଂ. ବି—(ଉପପଦ ତତ୍) — ଯାହା ଅନ୍ଯ ବ୍ଯକ୍ତିର ମନରେ ଶୋକର ଭାବ ଉପୁଯାଏ — Producing grief in the mind of another