ଶୋକ ପ୍ରବାହ Ṡoka prabāha

  • ସଂ. ବି — (ରୂପକ)— ଶୋକନଦୀ (ଦେଖ) — Ṡokanadī (See)
  • ସଂ. ବି — ( 6 ଷ୍ଠୀ ତତ୍) ବହୁକାଳବ୍ୟାପୀ ଶୋକ — (6ଷ୍ଠୀ ତତ୍) ବହୁକାଳବ୍ୟାପୀ ଶୋକ— . Grief lasting for a long time