ଶୋଇଲା ପୁଅ Ṡoilā pua

  • ଦେ. କ୍ରି — ଅନୁପସ୍ଥିତ ବାଳକ — An absent child
  • ଦେ. କ୍ରି — (ତୁଳ. ଇଂ) — Sleeping partner.(ବାଣିଜ୍ୟରେ ଯେଉଁ ଅଂଶୀଦାର କେବଳ ମୂଳଧନ ଯୋଗାଏ ମାତ୍ର ନିଜେ କିଛି କାର୍ଯ୍ୟଭାର ନିଏ ନାହିଁ)