ଶୋଇ ରହିବା Ṡoi rahibā

  • ଦେ. କ୍ରି — କିଛି ସମୟ ପାଇଁ ନିଦ୍ରା ଯିବା — To sleep on; to be asleep for some time; to go on Sleeping
  • ଦେ. କ୍ରି — (ଯଥା— ଦିନ ପହରେ ହେଲାଣି, ସମସ୍ତେ ଉଠି ମୁହଁ ହାତ ଧୋଇଲେଣି, ବାବୁ ଅବଧି ଶୋଇ ରହିଛନ୍ତି।)
  • ଦେ. କ୍ରି — ନିଦ୍ରତ ନ ହୋଇ ସୁଦ୍ଧା ବିଛଣାରେ ପଡ଼ିରହିବା — To lie awake in bed