ଶେଢ଼ ହଙ୍କାରିବା Ṡeṟḍ̠ha haṅkāribā
- ଦେ. କ୍ରି (ଜାହାଜିଆ ଶବ୍ଦ) — (ଜାହାଜ) ପାଲ ଟଙ୍ଗା ହୋଇ ବାୟୁତାଡ଼ିତ ହୋଇ ବେଗରେ ଗତି କରିବା — (nautical) (a ship) To move fast owing to the wind propelling its sails; to set sail
- ଦେ. କ୍ରି (ଜାହାଜିଆ ଶବ୍ଦ) — [ଉ— କଲକତୀ, ବିଲାତୀ, ରେଙ୍ଗୁଣୀ ଛଅଖଣ୍ଡ ଜାହାଜ ଏକା ସାଙ୍ଗରେ ଶେଡ଼ ହଙ୍କାରିଥିଲେ—ଫକୀରମୋହନ, ଗଳ୍ପସ୍ୱଳ୍ପ]
- ଦେ. କ୍ରି (ଜାହାଜିଆ ଶବ୍ଦ) — ଜାହାଜର ମାସ୍ତୁଲ ଖୁଣ୍ଟିରେ ପାଲ ଟାଙ୍ଗିବା — To draw the sails on a ship