ଶେଷ Ṡesha

  • ସଂ. ବି (ଶିଷ୍ ଧାତୁ=ବଧ କରିବା, ଅବଶିଷ୍ଟ ରଖିବା+ କର୍ତ୍ତୃ. ଅ) — ସହସ୍ର ଫଣାଧାରୀ ସର୍ପ; ସର୍ପରାଜ ବାସୁକି; ଅନନ୍ତ ନାଗ — The great mytholo- gical king of serpents of the Hindus
  • ସଂ. ବି (ଶିଷ୍ ଧାତୁ=ବଧ କରିବା, ଅବଶିଷ୍ଟ ରଖିବା+ କର୍ତ୍ତୃ. ଅ) — [ଉ— ଚାଟୁ କହିବାକୁ ଚୁମ୍ବନ ଦେବାକୁ କୃପା ହୁଅନ୍ତା ଶେଷର। ଭଞ୍ଜ, ପ୍ରେମ ସୁଧାନିଧି।
  • ସଂ. ବି (ଶିଷ୍ ଧାତୁ=ବଧ କରିବା, ଅବଶିଷ୍ଟ ରଖିବା+ କର୍ତ୍ତୃ. ଅ) — ବଳରାମ; ଶ୍ରୀକୃଷ୍ଣଙ୍କର ବଡ଼ ଭାଇ — The elder step brother of Ṡrīkṛushṇa
  • ସଂ. ବି (ଶିଷ୍ ଧାତୁ=ବଧ କରିବା, ଅବଶିଷ୍ଟ ରଖିବା+ କର୍ତ୍ତୃ. ଅ) — (ବାଳିକା- ପୁରାଣୋକ୍ତ) ଭଗବାନଙ୍କ ଅବତାର ବିଶେଷ — An incarnation of Bishṇu according to the Kāḻikāpurāṇa
  • ସଂ. ବି (ଶିଷ୍ ଧାତୁ=ବଧ କରିବା, ଅବଶିଷ୍ଟ ରଖିବା+ କର୍ତ୍ତୃ. ଅ) — (+ଭାବ. ଅ) ଧ୍ୱଂସ; ବିନାସ — Destruction; ruin
  • ସଂ. ବି (ଶିଷ୍ ଧାତୁ=ବଧ କରିବା, ଅବଶିଷ୍ଟ ରଖିବା+ କର୍ତ୍ତୃ. ଅ) — ଅବସାନ; ଅନ୍ତ — End
  • ସଂ. ବି (ଶିଷ୍ ଧାତୁ=ବଧ କରିବା, ଅବଶିଷ୍ଟ ରଖିବା+ କର୍ତ୍ତୃ. ଅ) — [ଉ— ତହିଁ କେତେ ଦିନ ଶେଷ, ବାଳା ପାଶେ ଦୂତ କଲା ଚିଟାଉ ପ୍ରବେଶ। ଭଞ୍ଜ, ପ୍ରେମ ସୁଧାନିଧି।]
  • ସଂ. ବି (ଶିଷ୍ ଧାତୁ=ବଧ କରିବା, ଅବଶିଷ୍ଟ ରଖିବା+ କର୍ତ୍ତୃ. ଅ) — ସମାପ୍ତି — Finish
  • ସଂ. ବି (ଶିଷ୍ ଧାତୁ=ବଧ କରିବା, ଅବଶିଷ୍ଟ ରଖିବା+ କର୍ତ୍ତୃ. ଅ) — [ଉ— ଅଳପ ପ୍ରଜାଜନ ଶେଷ, ରଖିବେ ପ୍ରଭୁ ପୀତବାସ।] ଜଗନ୍ନାଥ, ଭାଗବତ।]
  • ସଂ. ବି (ଶିଷ୍ ଧାତୁ=ବଧ କରିବା, ଅବଶିଷ୍ଟ ରଖିବା+ କର୍ତ୍ତୃ. ଅ) — ଅବଶେଷ; ବାକୀ — Remains; remainder; the rest
  • ସଂ. ବି (ଶିଷ୍ ଧାତୁ=ବଧ କରିବା, ଅବଶିଷ୍ଟ ରଖିବା+ କର୍ତ୍ତୃ. ଅ) — ଉଦ୍ଦିଷ୍ଟ ଖାଦ୍ୟ — Leavings of dinner
  • ସଂ. ବି (ଶିଷ୍ ଧାତୁ=ବଧ କରିବା, ଅବଶିଷ୍ଟ ରଖିବା+ କର୍ତ୍ତୃ. ଅ) — ଶେଷ ସମୟ — Last time; last moment; time before death