ଶେଷା Ṡeshā

  • ସଂ. ବି (ଶିଷ୍ ଧାତୁ+କରଣ. ଅ+ଆ) — ପାରିତୋଷିକ ମାଳା — A garland given as a present
  • ସଂ. ବି (ଶିଷ୍ ଧାତୁ+କରଣ. ଅ+ଆ) — ଭକ୍ତମାନଙ୍କ ମଧ୍ୟରେ ବଣ୍ଟା ଯିବା ଦେବତାଙ୍କ ପ୍ରସାଦ ବା ପାଦୁକ ବା ମାଳା — The remains of floral or other offerings made to an idol and distributed amongst the devotees as a holy reliqe (Apte)